0 Comment
ଲଣ୍ଡନ : ଆଜି ବ୍ରିଟେନକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ସୋମବାର ଘୋଷଣା ହେବ। ବୋରିସ ଜନସନଙ୍କ ଉତ୍ତରାଧିକାରୀ ଦୌଡ଼ରେ ରହିଥିବା ଦୁଇ ପ୍ରତିଦ୍ବନ୍ଦ୍ବୀ ଋଶି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଫଳାଫଳ ପୂର୍ବରୁ ଆସିଥିବା ସମସ୍ତ ସର୍ଭେରେ ଋଷି ସୁନକଙ୍କଠାରୁ ଲିଜ୍ ଟ୍ରସ୍ ଆଗରେ ଅଛନ୍ତି। ତେବେ ଆଜି ଅପରାହ୍ନରେ ଏହି ଉତ୍କଣ୍ଠାର ଅବସାନ ଘଟିବ। କଞ୍ଜରଭେଟିଭ୍ ପାର୍ଟି... Read More