0 Comment
ନୂଆଦିଲ୍ଲୀ : ଆଜି ଗଣେଶ ଚତୁର୍ଥୀ। ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ଗଜାନନଙ୍କ ପୂଜା । ଏହି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ବର୍ଷ ପରେ କୋରୋନା କଟକଣା ମୁକ୍ତରେ ଗଣନାଥଙ୍କ ପୂଜା ହେଉଥିବାରୁ ସବୁଆଡେ ଉତ୍ସବର ମହୋଲ ରହିଛି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, “ଗଣେଶ ଚତୁର୍ଥୀରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ବିଘ୍ନହର୍ତ୍ତା, ମଙ୍ଗଳମୂର୍ତ୍ତୀ ଭଗବାନ... Read More