0 Comment
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧୀ ଅଭିଯାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଦେଶବ୍ୟାପୀ ଇସଲାମିକ ସଂଗଠନ ‘ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)’ ଅଧିକାରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ଚଢ଼ାଉ ହୋଇଛି। ଏହି ସମୟରେ ୧୦୦ରୁ ଅଧିକ ପିଏଫ୍ଆଇ କ୍ୟାଡରଙ୍କୁ ଗିରଫ କରାଯାଇଛି। ପିଏଫ୍ଆଇ ଉପରେ ଏହି କାର୍ଯ୍ୟାନୁଷ୍ଠାନକୁ କେରଳ ଓ କର୍ଣ୍ଣାଟକରେ ଦଳୀୟ କର୍ମୀମାନେ ତୀବ୍ର... Read More