0 Comment
ପାଟନା: ଆଜି ବିହାର ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’ ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି, ନୂତନ ସରକାର ଗଠନ ହେବା ପୂର୍ବରୁ ମୁଁ ଇସ୍ତଫା ଦେଇଥାଆନ୍ତି, କିନ୍ତୁ କେହିଜଣେ ମୋ ନାଁରେ ନିର୍ବିଚାର ଭାବେ ମିଥ୍ୟା ଅଭିଯୋଗ କଲେ। ଅଭିଯୋଗର ମୁକାବିଲା କରିବା ପାଇଁ ଇସ୍ତଫା ଦେଇ ନ ଥିଲି। ବିଧାନସଭାରେ କହିବା ବେଳେ ବିଦାୟୀ ବାଚସ୍ପତି ବିଜୟ କୁମାର କହିଲେ, ମୋ ନାଁରେ ଆଗତ ଅନାସ୍ଥା... Read More