0 Comment
ନୂଆଦିଲ୍ଲୀ : ଦିଲ୍ଲୀରେ ଅରିବିନ୍ଦ୍ର କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟିର ସଙ୍କଟ କମ୍ ହେବାର ନାମ ନେଉନାହିଁ । ଦିଲ୍ଲୀରେ ମଦ ନୀତିରେ ଗଡ଼ବଡ଼ି, ଡିଟିସି ବସ୍ ଟେଣ୍ଡର ଦୁର୍ନୀତିରେ ସିବିଆଇ ତଦନ୍ତ ଆଦେଶ ଦିଆଯାଇଛି । ଅନ୍ୟପଟେ ବର୍ତ୍ତମାନ ଆମ ଆମଦୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୋଧହୁଏ ଆମ୍ ଆଦମୀ ପାର୍ଟି ପାଇଁ ଦିଲ୍ଲୀରେ ସବୁକିଛି ଠିକ୍ ଚାଲୁ ନାହିଁ । ୭ ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ... Read More