0 Comment
ନୂଆଦିଲ୍ଲୀ: ଭାରତରେ ନିର୍ମିତ ମୋବାଇଲ୍ ଫୋନ୍ ମୂଲ୍ୟ ଆହୁରି ବଢିପାରେ | କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ ବୋର୍ଡ (ସିବିଆଇସି) ଏକ ନିର୍ଦ୍ଦେଶ ଜାରି କରିଛି। ଏହି କ୍ରମରେ କୁହାଯାଇଛି ଯେ ମୋବାଇଲ୍ ଫୋନରେ ବ୍ୟବହୃତ ସାମଗ୍ରୀ ଆଧାରରେ ଅଧିକ କଷ୍ଟମ୍ ଡ୍ୟୁଟି ଆଦାୟ କରାଯିବ। ଏପରି ହେଲେ, କମ୍ପାନୀଗୁଡିକ ନିଜ ଖର୍ଚ୍ଚ ଭରଣା ପାଇଁ ନିଜ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବେ । ବ୍ୟାକ ସପୋର୍ଟ ଫ୍ରେମ୍ ସହିତ ସ୍ମାର୍ଟଫୋନର ଡିସପ୍ଲେ... Read More