0 Comment
ଇସଲାମାବାଦ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫଦାରୀକୁ ଏଡାଇବା ପାଇଁ ଫେରାର ଅଛନ୍ତି । ତାଙ୍କ ଓକିଲଙ୍କ ଟିମ୍ ଅଗ୍ରିମ ଜାମିନ ପାଇଁ କୋର୍ଟକୁ ଯିବାର ଥିଲା । ଏହା ପୂର୍ବରୁ ସେ ଫେରାର ହୋଇଛନ୍ତି । ପାକିସ୍ତାନରେ ଇମ୍ରାନଙ୍କ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି । ଆତଙ୍କବାଦ ବିରୋଧୀ ଆଇନ ଅର୍ଥାତ୍ ଏଟିଏ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ଗିରଫ ହେବାର ସମ୍ଭାବନା ମଧ୍ୟରେ ପାକିସ୍ତାନ... Read More