0 Comment
ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ “ବ୍ରେନ୍” କୁହାଯାଉଥିବା ଆଲେକଜାଣ୍ଡର ଡୁଗିନଙ୍କ ଝିଅ ଡାରିଆ ଡୁଗିନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଡାରିଆ ଡୁଗିନ୍ ରୁଷର ଜଣେ ଜଣାଶୁଣା ସାମ୍ବାଦିକ ତଥା ସମୀକ୍ଷକ ଥିଲେ। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ସେ ସମର୍ଥନ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡାରିଆ ଡୁଗିନ ତାଙ୍କ ଘରକୁ ଯାଉଥିବା ବେଳେ ରାଜଧାନୀ ମସ୍କୋ ନିକଟରେ ତାଙ୍କ କାର୍ ହଠାତ୍ ବିସ୍ଫୋରଣରେ ଜଳି ଉଠିଥିଲା। ତେବେ ଆକ୍ରମଣର ପ୍ରକୃତ... Read More