0 Comment
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ଜୋରଦାର ତଦନ୍ତ କରୁଛି ସିବିଆଇ ଟିମ୍ । ପେପର ଲିକର ଖିଅ ଖୋଜିବା ପାଇଁ ସିବିଆଇର ଗୋଟିଏ ଟିମ୍ ହଜାରିବାଗରେ ଚଢଉ କରିଛି । ସେଠାରେ ଥିବା ଓଏସିସ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ମୋଟ ୭ଜଣଙ୍କୁ ପଚରାଉଚରା କରୁଛି ସିବିଆଇ । ପୂର୍ବରୁ ଏହି ମାମଲାରେ ୧୧ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ହେଲେ ବୁଧବାର ରାତିରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି... Read More