0 Comment
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସଡ଼କ ସୁରକ୍ଷା ଇକୋସିଷ୍ଟମରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଭଳି ସମସ୍ତ ପ୍ରକାରର ଉନ୍ନତ ଜ୍ଞାନକୌଶଳକୁ ସରକାର କାର୍ଯ୍ୟକାରୀ କରୁଛନ୍ତି। ଆଜି ନୂଆଦିଲ୍ଲୀରେ ଟ୍ରାଫିକ ଇନଫ୍ରାଟେକ୍ ଏକ୍ସପୋର ଦ୍ୱାଦଶ ସଂସ୍କରଣକୁ ସମ୍ବୋଧିତ କରି ସେ ସଡ଼କ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଡି ଚାଳକଙ୍କ ପାଇଁ ରାସ୍ତାକୁ ଅଧିକ ସୁରକ୍ଷିତ... Read More