0 Comment
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର ପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ପଡ଼ିଥିବା ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କରିଛନ୍ତି । ଏଥିସହ କମିଶନ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏକ ମିଛ ଧାରଣା ସୃଷ୍ଟି କରାଯାଉଛି। ପଡ଼ିଥିବା ଭୋଟ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କମିଶନ କହିଛନ୍ତି। ୱେବସାଇଟରେ ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏକ ବେସରକାରୀ ସଂଗଠନ (ଏନଜିଓ)... Read More