0 Comment
ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପ୍ରାବଧାନ ଅଧୀନରେ ଜାରି କରାଯାଉଥିବା ନୋଟିସ୍ ଓ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତିି। ଏହା ସହିତ କୋର୍ଟ କହିଛନ୍ତି ଯେ ଅଦାଲତ ଏହି ଆଇନର ବ୍ୟାଖ୍ୟା କରିପାରନ୍ତି। ନାଗରିକମାନଙ୍କୁ ସ୍ୱାଧୀନତାରୁ ବଞ୍ଚିତ କରୁଥିବା କୌଣସି ପ୍ରକାର ଉତ୍ପୀଡନରୁ ସୁରକ୍ଷା ଦେବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଦେବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି କୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ୍ ସୁନ୍ଦରେଶ... Read More