0 Comment
ନୂଆଦିଲ୍ଲୀ: ଆଜି ଘୋଷିତ ହେବ ଚଳିତ ବର୍ଷର ପ୍ରଥମ ଆର୍ଥିକ ନୀତି। ଭାରତୀୟ ରିଜର୍ଭ ବ୍ଯାଙ୍କର ଆର୍ଥିକ ନୀତି କମିଟି ବା ଏମପିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚଳିତ ଏପ୍ରିଲରେ ରେପୋ ରେଟକୁ ୬ ଦଶମିକ ୫ରେ ଅପରିବର୍ତ୍ତିତ ରଖିପାରନ୍ତି ଆରବିଆଇ। ସାଧାରଣତଃ ରେପୋ ରେଟ୍ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ। ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ।... Read More