0 Comment
ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ଭଲ ରହୁନି । ଗିରଫ ହେବା ପରଠାରୁ ତାଙ୍କ ଓଜନ ୪.୫ କିଲୋଗ୍ରାମ କମିଯାଇଛି। ଜେଲରେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି ବୋଲି ଆପ୍ ତରଫରୁ ଅଭିଯୋଗ ହୋଇଛି। ଆପ୍ ନେତ୍ରୀ ଆତିଶୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କର ମଧୁମେହ ରୋଗୀ। ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ଦିନକୁ ୨୪ ଘଣ୍ଟା ଦେଶର ସେବାରେ ନିୟୋଜିତ ରହୁଛନ୍ତି। ଗିରଫ... Read More