0 Comment
ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଅବମାନନା ନୋଟିସର ଜବାବ ନ ଦେବାରୁ ଉଭୟ ବାବା ରାମଦେବ ଓ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଏପ୍ରିଲ ୨ରେ କୋର୍ଟରେ ହାଜର ହେବାକୁ କହିଥିଲେ ସୁପ୍ରିମକୋର୍ଟ । ଏହି ଆଦେଶର ଦିନକ ପରେ କମ୍ପାନୀ ତରଫରୁ ଆଚାର୍ଯ୍ୟ ବାଳକୃଷ୍ଣ କ୍ଷମା ମାଗିଛନ୍ତି । ଆଜି ଏକ ସଂକ୍ଷିପ୍ତ ସତ୍ୟପାଠରେ ପତଞ୍ଜଳିର ଏମଡି ଆଚାର୍ଯ୍ୟ ବାଳକୃଷ୍ଣ... Read More