0 Comment
ଫୁଲବାଣୀ : କନ୍ଧମାଳ ଜିଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ବାଲିଗୁଡା ଥାନା ସୁଡ୍ରା ପଂଚାୟତ ର ଟୁପୁଡି ଗାଁ ନିକଟରେ ଘଟିଛି ଏହି ଘଟଣା । ମୃତ ଯୁବକ ହେଲେ କୁନାସୋଲ ଗାଁ ର ନୀଳକଣ୍ଠ ମଳିକ l ପୋଲିସ ଖବରଦାତା ଭାବେ କାର୍ଯ୍ୟ କରୁଥିବା ଅଭିଯୋଗରେ ମାଓବାଦୀଙ୍କ ପ୍ରଜାକୋର୍ଟରେ ସଂପୃକ୍ତ ଯୁବକଙ୍କୁ ଦଣ୍ଡ... Read More