0 Comment
ବ୍ରହ୍ମପୁର: ମାଛ, ସାପ, ଶାମୁକା, ଡଲଫିନ୍, ମହାବଳ ବାଘ, ଭାଲୁ, ପାଟମୂଷା, ପାଣି ଲୁଧିଆ, କଙ୍ଗାରୁ, ଗିବନ୍, କଇଁଛ, ବଣ ବିଲେଇ, ବିଭିନ୍ନ ରକମର ପ୍ରଜାପତି, ଝିଣ୍ଟିକା, ବିଛା, ବେଙ୍ଗ, ଭଳିକି ଭଳି ପକ୍ଷୀ ଆଦି ପ୍ରାୟ ୬୦୦ କିସମର ଜୀବଜନ୍ତୁଙ୍କ ମଡେଲ୍, କଙ୍କାଳ ଦେଖିବାକୁ ପାଇବେ ପର୍ଯ୍ୟଟକ, ଜୀବ ବିଜ୍ଞାନୀ ଗବେଷକ, ବୈଜ୍ଞାନିକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଆଦି। କାରଣ ଶୀଘ୍ର ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ସର୍ବେକ୍ଷଣ ବା ଜୁଲୋଜିକାଲ ସର୍ଭେ ଅଫ୍... Read More