0 Comment
ମେଷ– ମେଷ ରାଶିର ବ୍ୟକ୍ତି ବିଶେଷମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ । ମନରେ ସାମାନ୍ୟ ବିଷାଦ ଭାବ ସୃଷ୍ଟି ହେବ । ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଛାତ୍ର ଛାତ୍ରୀମାନେ ସଫଳତା ଅର୍ଜନ କରିବେ । ସତସଙ୍ଗରେ ମନୋନିବେଶ କରିବେ । ବୃଷ– ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ହଠାତ୍ ଧନ ପ୍ରାପ୍ତିର ସମ୍ଭାବନା ରହିଛି ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି... Read More