0 Comment
ମେଷ: ଆଜି ସନ୍ତାନ ସୁଖ ପ୍ରାପ୍ତି ହେବ। ପରିବାରର ସମସ୍ତ ଲୋକଙ୍କ ମଧ୍ୟରେ ତାଳମେଳ ବଜାୟ ରହିବ। ଆପଣ କ୍ଳାନ୍ତ ଅନୁଭବ କରିବେ। ବୃଷ: ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭଲ କମ୍ପାନୀରୁ ଚାକିରି ସୁଯୋଗ ରହିଛି। ପିଲାଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ମିଥୁନ: କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଭେଟିପାରନ୍ତି। କାମ ପ୍ରତି ଏକାଗ୍ରତା ବଜାୟ ରଖନ୍ତୁ। ଅଫିସରେ କିଛି ନୂଆ କାମ ଦିଆଯାଇପାରେ। କର୍କଟ: ଆଜି ବ୍ୟସ୍ତ ରହିବେ। କୌଣସି ସମାରୋହରେ ଯିବାକୁ ମଉକା ମିଳିବ।... Read More