0 Comment
ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗାରେ ଘୃଣା ଭାଷଣ ପାଇଁ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶିବାମୋଗା ଜିଲା କଂଗ୍ରେସ କମିଟିର ସଭାପତି ଏଚ୍.ଏସ୍ ସୁନ୍ଦରଶଙ୍କ ଅଭିଯୋଗ କ୍ରମେ କୋଟ୍ ପୋଲିସ ଥାନାରେ ପ୍ରଜ୍ଞାଙ୍କ ବିରୋଧରେ ଆଇପିସି ଧାରା ୧୫୩-ଏ (ଧର୍ମ, ଜାତି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୨୯୫-ଏ (ଧାର୍ମିକ ଭାବନାକୁ ଆଘାତ କରିବା) ଅନୁଯାୟୀ ମାମଲା ରୁଜୁ ହୋଇଛି | ରବିବାର କର୍ଣ୍ଣାଟକର ଶିବାମୋଗାରେ ‘ହିନ୍ଦୁ ଜାଗରଣ’... Read More