0 Comment
ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ଗ୍ରାହକଙ୍କ ପାଇଁ ଖରାପ ଖବର । ହରିୟାଣା ଏବଂ ଓଡ଼ିଶାରେ ଏୟାରଟେଲ ଏହାର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ (୯୯ ଟଙ୍କା) ବନ୍ଦ କରି ଦେଇଛି। ବର୍ତ୍ତମାନ ଏହି ଦୁଇଟି ରାଜ୍ୟରେ ବେସ୍ ଟାରିଫ୍ ରେ ୫୭ ପ୍ରତିଶତ ବୃଦ୍ଧି ଘଟିଛି। ପ୍ରାୟ ଏକ ବର୍ଷ ବ୍ୟବଧାନରେ ଟେଲିକମ୍ କମ୍ପାନୀ ଗୁଡ଼ିକ ଟାରିଫ୍ ବୃଦ୍ଧି କରିପାରନ୍ତି ବୋଲି ମନେ କରାଯାଉଛି । ଏୟାରଟେଲ୍ ହରିୟାଣା ଏବଂ ଓଡିଶା ସର୍କଲରେ ୯୯ ଟଙ୍କାର ସବୁଠୁ... Read More