0 Comment
ଯାଜପୁର : ଦୀର୍ଘ ୧୫ ଘଣ୍ଟାପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ହେଲେ କୌଣସି ଟ୍ରେନ୍ କୋରେଇ ଷ୍ଟେସନରେ ଅଟକିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ କାମ ଆହୁରି ବାକିଥିବାରୁ କୋରେଇ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ । ଗତକାଲି ସକାଳେ ଯାଜପୁର କୋରେଇ ଷ୍ଟେସନରେ ଘଟିଥିଲା ଟ୍ରେନ୍ ଦୁର୍ଘଟଣା । ଏକ ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ୍ ହୋଇଥିଲା।... Read More