0 Comment
ମୁମ୍ବାଇ : ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଛି। ମୁମ୍ବାଇର ଶିବସେନା ସାଂସଦ ଗଜାନନ କୀର୍ତ୍ତିକର ଉଦ୍ଧବଙ୍କ ହାତ ଛାଡ଼ି ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଠାକରେ ଗୋଷ୍ଠୀରୁ ପଟ ପରିବର୍ତ୍ତନ କରିବାରେ କୀର୍ତ୍ତିକର ହେଉଛନ୍ତି ୧୩ ତମ ସାଂସଦ | ମୁମ୍ବାଇର ରବୀନ୍ଦ୍ର ନାଟ୍ୟ ମଣ୍ଡପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ କିର୍ତ୍ତିକର ଶୁକ୍ରବାର ଦଳର ସଦସ୍ୟତା ଗ୍ରହଣ କରିଥିଲେ। ଏହା ସହ ଏକନାଥ ସିନ୍ଦେଙ୍କ ଦଳରେ ଲୋକସଭା ସାଂସଦଙ୍କ... Read More