0 Comment
ଅହମ୍ମଦାବାଦ: ଅଭିଜ୍ଞ ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ପରେ ଡେଭିଡ ମିଲରଙ୍କ ଆକ୍ରମଣାତ୍ମକ ୪୪ ରନର ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ରବିବାର ଏଠାରେ ଆଇପିଏଲର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି। ଡେଥ୍ ଓଭରରେ ମୋହିତ ଶର୍ମା ମାପଚୁପ ବୋଲିଂ କରିଥିବାବେଳେ ଆଫଗାନ ସ୍ପିନର ରସିଦ ଖାନ ଏବଂ ନୁର ଅହମ୍ମଦ ମଝି ଇନିଂସରେ ହାଇଦ୍ରାବାଦର ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ଟସ୍ ଜିତି ପ୍ରଥମେ... Read More