0 Comment
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚରେ ଆହତ ହୋଇଥିବା ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ । କିନ୍ତୁ ସେ ପରେ ଦଳ ସହ ଯୋଗଦେବେ। ହାର୍ଦ୍ଦିକ ପୁଣେରୁ ସିଧା ବେଙ୍ଗାଲୁରୁ ଯାଇଛନ୍ତି । ସେ କିଛି ଦିନ ଏନସିଏରେ ରହିବେ । ଇଂଲଣ୍ଡର ଜଣେ ଡାକ୍ତର ତାଙ୍କ ଚିକିତ୍ସା କରିବେ ବୋଲି ଜଣାପଡିଛି । ଭାରତ ରବିବାର ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ବିସିସିଆଇର ଜଣେ... Read More