0 Comment
ନୂଆଦିଲ୍ଲୀ : ଯାହା ଅନୁମାନ କରାଯାଉଥିବା ତାହା ସତ ହେଲା । ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କୋରୋନା ସଂକ୍ରମିତ ହେବାରୁ ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଟିମ୍ ଇଣ୍ଡିଆର ଅନ୍ତରୀଣ କୋଚ୍ ହୋଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଏସିଆ କପ୍ ପାଇଁ ଭିଭିଏସଙ୍କୁ ଟିମ ଇଣ୍ଡିଆ କୋଚ ଦାୟିତ୍ବ ଭାର ପ୍ରଦାନ କରାଯାଇଛି । ଆସନ୍ତା ୨୭ରୁ ଏସିଆ... Read More