0 Comment
ମୁମ୍ବାଇ: କର୍ଣ୍ଣାଟକ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ୮୬୫ଟି ଗ୍ରାମ ସହ ଜଡ଼ିତ ଏକ ପ୍ରସ୍ତାବ ମହାରାଷ୍ଟ୍ର ବିଧାନସଭାରେ ପାରିତ ହୋଇଛି । କର୍ଣ୍ଣାଟକର ୮୬୫ଟି ଗ୍ରାମକୁ ମହାରାଷ୍ଟ୍ରରେ ମିଶ୍ରଣ କରିବା ପାଇଁ ସବୁ ଆଇନଗତ ବିକଳ୍ପର ସହାୟତା ନିଆଯିବ ବୋଲି ପ୍ରସ୍ତାବରେ କୁହାଯାଇଛି । ପ୍ରସ୍ତାବରେ କର୍ଣ୍ଣାଟକ ସରକାରଙ୍କ ମରାଠୀ ବିରୋଧୀ ମାନସିକତାକୁ ବିରୋଧ କରାଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏହି ମାମଲାରେ ଆମେ ସୁପ୍ରିମକୋର୍ଟରେ ଲଢ଼ିବୁ। ଏହାଛଡ଼ା ଏହି... Read More