0 Comment
ନ୍ୟୁୟର୍କ : ଉତ୍ତର ଆମେରିକାରେ ତାଣ୍ଡବ ରଚିଛି ଶୀତଦିନିଆ ଝଡ଼ । ଅସହ୍ୟ କାଲୁଆ ପବନ ସହ ବରଫ ବୃଷ୍ଟି ଯୋଗୁଁ ଜୀବନଯାତ୍ରା ଠପ୍ ହୋଇପଡ଼ିଛି । ଏହି ଝଡ଼ ଯୋଗୁଁ ଆମେରିକାରେ ଏଯାବତ୍ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ନ୍ୟୁୟର୍କ ରାଜ୍ୟର ବଫାଲୋ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେପଟେ କାନାଡାର ମେରିଟ ସହରରେ ବରଫ ଆଚ୍ଛାଦିତ ରାସ୍ତାରେ ଏକ ବସ୍ ସ୍ଲିପ୍ ହୋଇ ଓଲଟି ପଡିବାରୁ ଚାରି ଜଣଙ୍କର ମୃତ୍ୟୁ... Read More