0 Comment
ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନିକ । ପଦ ସମ୍ଭାଳିବାର କିଛି ଘଣ୍ଟା ମଧ୍ୟରେ ଆକ୍ସନ ମୁଡରେ ଆସିଛନ୍ତି । ସେ ତାଙ୍କ ନୂଆ କ୍ୟାବିନେଟ ଗଠନ କରିଛନ୍ତି । କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରିଛନ୍ତି । ତିନିଜଣ ମହିଳାଙ୍କୁ ଦାୟିତ୍ବ ଦେଇଛନ୍ତି ସୁନକ । ସବୁଠୁ ବଡ କଥା ହେଉଛି ଲିଜ ଟ୍ରସଙ୍କ ଇସ୍ତଫାର କିଛି ଦିନ ପୂର୍ବର ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା... Read More