0 Comment
ଶ୍ରୀହାରିକୋଟା (ଆନ୍ଧ୍ରପ୍ରଦେଶ): ଭାରତୀୟ ମହାକାଶ ଗବେଷଣା ସଂଗଠନର (ଇସ୍ରୋ) ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଇସ୍ରୋ ଶନିବାର ମଧ୍ୟରାତ୍ରିରେ ସବୁଠୁ ଓଜନଦାର ରକେଟ୍ ଏଲଭିଏମ୍୩-ଏମ୍୨କୁ ସ୍ପେସ୍ ଷ୍ଟେସନରୁ ସଫଳତାର ସହ ଉତକ୍ଷେପଣ କରି ବ୍ରିଟେନର ଜଣେ ଗ୍ରାହକଙ୍କ ୩୬ଟି ବ୍ରଡବ୍ୟାଣ୍ଡ ସାଟେଲାଇଟକୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାନିତ କରିଛି | ଇସ୍ରୋ ଏହାକୁ ଏକ ଐତିହାସିକ ମିଶନ୍ ବୋଲି କହିଛି | ସ୍ପେସ୍ ବିଭାଗ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଏଣ୍ଟରପ୍ରାଇଜ୍ ନ୍ୟୁ ସ୍ପେସ୍ ଇଣ୍ଡିଆ... Read More