0 Comment
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜିଏନ୍ ସାଇବାବାଙ୍କୁ ମୁକ୍ତ କରିବା ପାଇଁଁ ବମ୍ବେ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଶନିବାର ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟର ସ୍ପେଶାଲ ବେଞ୍ଚର ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି ଯେ ମାମଲାର ସମ୍ବେଦନଶୀଳତାକୁ ବିଚାରକୁ ନେଇ ଏହାର ବିସ୍ତୃତ ଶୁଣାଣି ହେବ। ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଖାରଜ କରି ଜଷ୍ଟିସ ରୋହିତ ଦେବ ଏବଂ... Read More