0 Comment
ହାଇଦ୍ରାବାଦ : ସିପିଆଇ(ଏମ) କେରଳ ଶାଖାର ପୂର୍ବତନ ସଚିବ ତଥା ବରିଷ୍ଠ ସଦସ୍ୟ କୋଡିୟେରୀ ବାଲକ୍ରିଷ୍ଣନଙ୍କ ଦେହାନ୍ତ । ଚେନ୍ନାଇର ଏକ ଘରୋଇ ମେଡିକାଲେର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ବାଲକ୍ରିଷ୍ଣନ ହେଉଛନ୍ତି କେରଳର ପୂର୍ବତନ ଗୃହମନ୍ତ୍ରୀ । କ୍ୟାନସର ରୋଗରେ ପୀଡିତ ଥିବା କୋଡିୟେରୀ ବାଲକ୍ରିଷ୍ଣନ ଉଚ୍ଚତର ଚିକିତ୍ସା ସେବା ପାଇଁ ଗତ ୨୮ ଅଗଷ୍ଟରେ ସିପିଆଇ(ଏମ) ରାଜ୍ୟ ସଚିବ ପଦରୁ ଇସ୍ତଫା... Read More