0 Comment
ନୂଆଦିଲ୍ଲୀ : ଭାରତରେ କରୋନା ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ପାର୍ବଣ ପରେ କୋଭିଡ୍-୧୯ ମାମଲା ବଢ଼ିପାରେ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ସେପରି କିଛି ହୋଇନାହିଁ ବରଂ ସଂକ୍ରମଣ ହଜାରେ ତଳକୁ ଖସିଛି । ଭାରତରେ ୧୯୭ ଦିନ ପରେ ସର୍ବନିମ୍ନ ସଂଖ୍ୟକ କୋଭିଡ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ମାତ୍ର ୮୩୦ ନୂଆ ମାମଲା ଆସିଛି । ଦେଶରେ ମୋଟ ସଂକ୍ରମିତ... Read More