0 Comment
ନୂଆଦିଲ୍ଲୀ : ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଆଇନ ମନ୍ତ୍ରୀ ତଥା ଆଇନ ସଚିବମାନଙ୍କର ସର୍ବଭାରତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଦୁଇ ଦିନିଆ ସମ୍ମିଳନୀ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଦ୍ୱାରା ଗୁଜରାଟର ଏକତା ନଗରରେ ଆୟୋଜିତ ହେଉଛି । ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଭାରତୀୟ ଆଇନ ଏବଂ ନ୍ୟାୟିକ ବ୍ୟବସ୍ଥା ସହ ଆଲୋଚନା କରିବା ପାଇଁ ଏକ ସାଧାରଣ ଫୋରମ୍ ଯୋଗାଇବା। ସମ୍ମିଳନୀ... Read More