0 Comment
ଉଜ୍ଜୈନ : ବଲିଉଡ୍ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଉଜ୍ଜୈନର ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ବିରୋଧ କରାଯାଇଛି । ରଣବୀର-ଆଲିଆ ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର”ର ପ୍ରମୋସନ୍ ପାଇଁ ମହାକାଳେଶ୍ଵର ମନ୍ଦିର ଆସିଥିଲେ । ସେମାନେ ସନ୍ଧ୍ୟା ପୂଜାରେ ଯୋଗ ଦେବାର ଥିଲା। କିନ୍ତୁ କିଛି ହିନ୍ଦୁ ସଂଗଠନର ବିରୋଧ ଯୋଗୁଁ ରଣବୀର-ଆଲିଆଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା । ରଣବୀର ଏବଂ ଆଲିଆଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏହି ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି।... Read More