0 Comment
ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ର ଅପର ପାର୍ଶ୍ୱରେ ଚୀନ୍ କ୍ରମାଗତ ଭାବେ ଏହାର ଭିତ୍ତିଭୂମି ବୃଦ୍ଧି କରିବାରେ ଲାଗିଛି । ଚୀନ୍ ବର୍ତ୍ତମାନ ଅରୁଣାଚଳ ପ୍ରଦେଶର ଅନ୍ୟ ପାର୍ଶ୍ୱରେ ଭିତ୍ତିଭୂମି ନିର୍ମାଣ ସହିତ ସୈନ୍ୟ ଠୁଳ କରୁଛି। ସୂଚନାନୁସାରେ, ଏଲ୍ଏସି ଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଚୀନ୍ ସେନା ଏକ ଅତିରିକ୍ତ ବାଟାଲିୟନ ମୁତୟନ କରିଛି। ଏହା ଚୀନ୍ ସେନାର ମିଳିତ ଆର୍ମସ୍ ବ୍ରିଗେଡ୍ ର ଏକ ବାଟାଲିୟନ୍ | ସୂଚନାନୁସାରେ, ସିଆନ୍... Read More