0 Comment
ହାଇଦ୍ରାବାଦ : ଖୁବଶୀଘ୍ର କ୍ରିକେଟର କେ ଏଲ ରାହୁଲ ଓ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିବାହ ସ୍ଥାନ ବି ସ୍ଥିର ସରିଛି । ଅନେକ ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା ଯାହା ଉପରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । କିଛି ଦିନ ତଳେ ଉଭୟ ତାଙ୍କ ସମ୍ପର୍କ ନେଇ ଫ୍ୟାନ୍ସଙ୍କୁ ଜଣାଇଥିଲେ... Read More