0 Comment
ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ୧ ଅକ୍ଟୋବର ଶନିବାରଦିନ ନୂଆ ଅଖିଳ ଭାରତୀୟ ରେଲେଓ ଟାଇମ୍ ଟେବୁଲ ଜାରି କରିବ । ଏହା ୧ ଅକ୍ଟୋବର ୨୦୨୨ଠାରୁ ଭାରତୀୟ ରେଲେଓ ସାଇଟ୍ରେ ଉପଲବ୍ଧ ହେବ । ଏନେଇ ରେଳ ମନ୍ତ୍ରଣାଳୟ କହିଛି ଯେ ମନ୍ତ୍ରଣାଳୟ ଟ୍ରେନ୍ ଟାଇମ୍ ଟେବୁଲର ଡିଜିଟାଲି କରଣ ଏକ ଅଂଶଭାବରେ ଏହା ଏବେ ଇ ବୁକ୍ ରୁପରେ ଉପଲବ୍ଧ ହେବ । ଭାରତୀୟ ରେଳବାଇ ପାଖାପାଖି ୩୨୪୦ ମେଲେଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି... Read More