0 Comment
ରାଞ୍ଚି: ଝାଡଖଣ୍ଡର ଦେଓଘର ବିମାନବନ୍ଦର ଏଟିସି ରୁମରେ ବଳପୂର୍ବକ ପଶିବା ମାମଲାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ ଜଣଙ୍କ ବିରୋଧରେ କୁଣ୍ଡା ପୋଲିସ ଥାନାରେ ମାମଲା ରୁଜୁ ହୋଇଛି। ବିମାନବନ୍ଦର ଡିଏସପି ସୁମନ ଅନାନଙ୍କ ଅଭିଯୋଗ ପରେ ଏହି ମାମଲା ରୁଜୁ କରାଯାଇଛି ।ଅଗଷ୍ଟ ୩୧ରେ ବିଜେପିର ପ୍ରତିନିଧି ଦଳ ଡୁମକାର ପୀଡିତା ଅଙ୍କିତାଙ୍କୁ ଭେଟିବାକୁ ଆସିଥିଲେ । ସନ୍ଧ୍ୟାରେ ଫେରିବା ବେଳେ ଗୋଡ୍ଡା ସାଂସଦ ନିଶିକାନ୍ତ ଦୁବେଙ୍କ ସମେତ ତାଙ୍କ... Read More