0 Comment
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମେତ ଅନ୍ୟ ପ୍ରସଙ୍ଗରେ ପଞ୍ଚମ ରାଉଣ୍ଡ ଆଲୋଚନା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବୁଧବାର ବିକ୍ଷୋଭରତ ଚାଷୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଶାନ୍ତି ବଜାୟ ରଖିବାକୁ ଓ ସମାଧାନର ବାଟ ଖୋଜିବା ପାଇଁ ଆଲୋଚନାରେ ଯୋଗଦେବାକୁ କୃଷକମାନଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ । ମୁଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି, ଏମଏସପି ହେଉ ଅବା ଫସଲ ବିବିଧକରଣ, ଆମେ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ଆମେ କେବଳ... Read More