0 Comment
ନୂଆଦିଲ୍ଲୀ: ଏଣିକି କାର୍ ପଛରେ ବସୁଥିବା ଲୋକଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ । ସିଟ୍ ବେଲ୍ଟ ପିନ୍ଧିବା ନିୟମ ରହିଛି । କିନ୍ତୁ ଏବେ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ପ୍ରସ୍ତୁତି କରୁଛନ୍ତି ସରକାର। କାର୍ ପଛ ସିଟ୍ ଯାତ୍ରୀମାନଙ୍କ ପାଇଁ ଶୀଘ୍ର ସିଟ୍ ବେଲ୍ଟ ଆଲର୍ଟ ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ | କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି।ସଡ଼କ ଦୁର୍ଘଟଣାରେ ଟାଟା... Read More