0 Comment
ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେଜ୍ରିୱାଲ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଏହି ଆବେଦନ କରିଛନ୍ତି। ତାଙ୍କ ଆବେଦନରେ କହିଛନ୍ତି ଯେ ସେ ତାଙ୍କର ପିଇଟି-ସିଟି ସ୍କାନ୍ କରାଇବେ। ତେଣୁ ଆତ୍ମସମର୍ପଣ କରିବାକୁ ଆଉ ୭ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମେ ୧୦ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ନିର୍ବାଚନ ପ୍ରଚାର ପାଇଁ... Read More