0 Comment
ନୂଆଦିଲ୍ଲୀ: ପୁଣି ଥରେ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ବିଶ୍ଵବିଦ୍ୟାଳୟରେ କୁଳପତି ନିଯୁକ୍ତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସେ ବିବାଦ ଘେରକୁ ଆସିଛନ୍ତି। ଏଥିପାଇଁ ସାରା ଦେଶରୁ ୧୮୧ କୁଳପତି ଏବଂ ପୂର୍ବତନ କୁଳପତି ଖୋଲା ଚିଠି ଜରିଆରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାହୁଲ ବିଶ୍ଵବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତିକୁ ନେଇ ଅପପ୍ରଚାର କରିବା ଏବଂ କୁଳପତିଙ୍କ କାର୍ଯ୍ୟାଳୟର ଖ୍ୟାତିକୁ... Read More