0 Comment
ନୂଆଦିଲ୍ଲୀ: ଆୟକର ବିଭାଗ ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି ମିଳିଛି । ଲୋକସଭା ନିର୍ବାଚନ ଦୃଷ୍ଟିରୁ ପ୍ରାୟ ୩୫୦୦ କୋଟି କର ଆଦାୟ ନୋଟିସ୍ ମାମଲାରେ କଂଗ୍ରେସ ବିରୋଧରେ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟଙ୍କୁ କହିଛି ଆୟକର ବିଭାଗ । ଆୟକର ବିଭାଗର ନୋଟିସ୍ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ... Read More