0 Comment
ନୂଆଦିଲ୍ଲୀ : ଜାତୀୟ ଏକତା ଦିବସ ଅବସରରେ ମେରି ମାଟି ମେରା ଦେଶ ଅଭିଯାନ । ଆଜି ଅପରାହ୍ନ ୫ଟାରେ କର୍ତ୍ତବ୍ୟ ପଥରେ ଅମୃତ କଳସ ଯାତ୍ରାର ଉଦଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜାଦୀ କା ଅମୃତ ମହୋତ୍ସବର ଉଦଯାପନୀ ସମାରୋହ ଉପଲକ୍ଷେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଦେଶର ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମେରି ମାଟି ମେରା ଦେଶ... Read More