0 Comment
ଭୁବନେଶ୍ବର : ସମୁଦ୍ରରେ ବଳ ଗୋଟାଉଛି ‘ଦାନା’। ଘଣ୍ଟାପ୍ରତି ୪ କି.ମି ବେଗରେ ଉପକୂଳ ଆଡ଼କୁ ଗତି କରୁଛି। ଅବପାତରେ ପରିଣତ ହୋଇଥିବା ଦାନା ମଙ୍ଗଳବାର ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତା ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ସୁଦ୍ଧା ପୁରୀଠାରୁ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୦୦ରୁ ୧୧୦କି.ମି ବେଗରେ ପବନ... Read More