0 Comment
ଭୁବନେଶ୍ବର : ଧାନକିଣା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛି ବିଜେଡି । ବଜେଟରେ ଚାଷୀ ବିରୋଧୀ ମାନସିକତାର ପ୍ରତିଫଳନ ହୋଇଛି ବୋଲି ବିଜେଡି କହିବା ସହ କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସପି କେନ୍ଦ୍ର ନିଶ୍ଚିତ କରିବାକୁ ବିଜେଡି ଦାବି କରିଛି। କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା କାଟ୍ କରିଛନ୍ତି। ଫଳରେ ଚାଷୀ ସେମାନଙ୍କ ଏମ ଏସପି ପାଇବାରେ ଅସମର୍ଥ ହେବେ ଏବଂ ଧାନ... Read More