0 Comment
ଭୁବନେଶ୍ବର : ରାଜ୍ୟରେ ଆସନ୍ତା ଜାନୁଆରି ମାସରୁ ଆରମ୍ଭ ହେବ ମିଲେଟ୍ ସଂଗ୍ରହ । ଏଥିପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ ହେବା ସହିତ ଗାଇଡ୍ଲାଇନ ପ୍ରସ୍ତାବିତ ମିଲେଟ୍ ସଂଗୃହୀତ ଜିଲାକୁ ପଠାଯାଇଛି। ଡିସେମ୍ବର ୩୧ସୁଦ୍ଧା ଚାଷୀଙ୍କୁ ପଞ୍ଜୀକରଣ କରିବା ପାଇଁ କୁହାଯାଇଛି। ଜିଲାର ଅମଳ ଅନୁସାରେ ସଂଗ୍ରହ ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ସମେତ... Read More