0 Comment
କଟକ : ଆଜି କଟକ ବାଲିଯାତ୍ରାର ଶେଷ ଦିନ । ଗତ ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବୁଧବାର ଦିନ ଶେଷ ହେବାକୁ ଥିଲା । ପରେ ଏହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଆଜି ଉଦଯାପନୀ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ବର୍ଷ କଟକ ବାଲିଯାତ୍ରା ଅନେକ ରେକର୍ଡ କରିଛି । ଏ ବର୍ଷ ସର୍ବାଧିକ ୧୦ ଦିନ ଧରି ବାଲିଯାତ୍ରା... Read More