0 Comment
ବ୍ରହ୍ମପୁର: ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ଙ୍କ ଯୋଜନା କାମ କଲା। ରୋଗୀ ଓ ସମ୍ପର୍କୀୟଙ୍କ ଭଳି ଲୁଙ୍ଗି, ଟାଓ୍ବାଲ୍ ପିନ୍ଧି ଗାଉଁଲିଆ ଲୋକଙ୍କ ପରି ବ୍ରହ୍ମପୁର ବଡ଼ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଖେଳି ଯାଇଥିଲେ ପୋଲିସ କର୍ମଚାରୀ। ଅସହାୟଙ୍କ ଭଳି ବାହାନା କରିବା ବେଳେ ସେମାନଙ୍କ ପାଖକୁ ଛୁଟି ଆସିଥିଲେ ଦଲାଲ। ଆଉ ସେମାନଙ୍କୁ କୌଶଳକ୍ରମେ କାବୁ କରି ନେଇଥିଲେ ପୋଲିସ କର୍ମଚାରୀ। ଖୋଦ୍ ଏସ୍ପିଙ୍କ ନେତୃତ୍ବରେ ମଙ୍ଗଳବାର ଏହି ସଫଳ ଅଭିଯାନରେ ବ୍ରହ୍ମପୁର... Read More